ଓଡ଼ିଶା କ୍ରିକେଟ୍‌ରେ ରାଜନୀତି: ଆଗୁଆ ଚୌକିରେ ବସିଲେ ବବି

୧୦ ବର୍ଷ ପରେ ପୁଣିଥରେ ନିର୍ଦ୍ୱନ୍ଦ ନିର୍ବାଚନ ଭୁବନେଶ୍ବର : ଓଡ଼ିଶା କ୍ରିକେଟ୍‌ରେ ରାଜନୀତି ବ୍ୟକ୍ତିବିଶେଷଙ୍କ ପ୍ରଭାବ ଆରମ୍ଭ ହୋଇଯାଇଛି। ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ହେବା ନିଶ୍ଚିତ ହେବା ପରଠୁ ରାଜନୈତିକ ବ୍ୟକ୍ତିମାନଙ୍କର ଦବ୍‌ଦବା ଆରମ୍ଭ ହେବା ଆଶଙ୍କା କରାଯାଉଛି। ଏହାର ସଦ୍ୟତମ ଉଦାହରଣ ସ୍ବରୂପ ଶୁକ୍ରବାର ଓସିଏ କାର୍ଯ୍ୟାଳୟ ପରିବେଶ ଉପରେ ନଜର ପକାଇଲେ ଜାଣିହେବ। ପ୍ରଣବ … Continue reading ଓଡ଼ିଶା କ୍ରିକେଟ୍‌ରେ ରାଜନୀତି: ଆଗୁଆ ଚୌକିରେ ବସିଲେ ବବି